Download Bole Hunti ବୋଲେ ହୁଁଟି | Laxmi Purana Manabasa Gurubar Story | Namita Agrawal | Odia Bhaktidhara MP3 Song Free

Bole Hunti ବୋଲେ ହୁଁଟି | Laxmi Purana Manabasa Gurubar Story | Namita Agrawal | Odia Bhaktidhara



Track Details & Info

Song Title: Bole Hunti ବୋଲେ ହୁଁଟି | Laxmi Purana Manabasa Gurubar Story | Namita Agrawal | Odia Bhaktidhara
Artist / Channel: Odia Bhaktidhara
Audio Duration: 44:06 Min
File Size: 60.56 MB
Audio Bitrate: 192 kbps High Quality
Release Date: December 04, 2019
Total Streams: 3,643,339 views

Stream full audio track for Bole Hunti ବୋଲେ ହୁଁଟି | Laxmi Purana Manabasa Gurubar Story | Namita Agrawal | Odia Bhaktidhara performed by Odia Bhaktidhara. This audio track has a total file size of 60.56 MB running for 44:06 minutes with full HD sound clarity. Save this song directly to your device on Android, iPhone, iPad, Windows PC, or Mac.

Looking for the official release and free audio download of Bole Hunti ବୋଲେ ହୁଁଟି | Laxmi Purana Manabasa Gurubar Story | Namita Agrawal | Odia Bhaktidhara? Our music aggregator provides fast download servers to help you enjoy your favorite tracks anywhere. Explore related music releases and top trending songs in our recommendations below MP3 Music Download.

Description & Lyrics

ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର "ଲକ୍ଷ୍ମୀ ପୁରାଣ" ନାମରେ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।

Song : Bole Hunti
Album : Bole Hunti
Album No. : SM-1335
Lyrics : Basantaraj Samal
Singer : Namita Agrawal
Music Director : Saroj Ratha
-----------------------------------------------------
♪ Full Song Available on ♪
JioSaavn : http://bit.ly/3460MBh
Wynk : http://bit.ly/2XxpNTr
Gaana : http://bit.ly/35lqIZQ
Apple Music : https://apple.co/2OovpeM
Amazon Prime Music : https://amzn.to/2CYFNET
iTunes : https://apple.co/2refSWP
Spotify : https://spoti.fi/335qu7E
-----------------------------------------------------
Recorded At : Sidharth Studio
Voice Dubbing : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Music Label : Sidharth Music
Banner : Sidharth Music
-----------------------------------------------------
Set Caller Tune ; Operator Codes:
Airtel Users Dial 5432114121740
Vodafone Users Dial 5372638121
BSNL (South / East) Users sms BT 2638121 To 56700
Idea Users Dial 567892638121
Also available on Jio Tunes
-----------------------------------------------------
Watch & Subscribe to our other YouTube Channels:
👉 Sidharth Bhakti : https://www.youtube.com/c/SidharthBhakti
👉 Sidharth Music: http://www.youtube.com/c/SidharthMusic 
👉 Sidharth TV : http://www.youtube.com/c/SidharthTV 
👉 Namita Agrawal : https://www.youtube.com/c/NamitaAgrawal 
-----------------------------------------------------
Enjoy & stay connected with us!
👉 Like us on Facebook : https://www.facebook.com/sidharthBhaktiOdia/
-----------------------------------------------------
#BoleHunti #namitaagarwal #odiabhaktidhara