Download Laxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Bahi Gita | Namita Agrawal & Gita Dash | Sidharth Music MP3 Song Free
Track Details & Info
| Song Title | : Laxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Bahi Gita | Namita Agrawal & Gita Dash | Sidharth Music |
| Artist / Channel | : Namita Agrawal |
| Audio Duration | : 43:12 Min |
| File Size | : 59.33 MB |
| Audio Bitrate | : 192 kbps High Quality |
| Release Date | : November 16, 2016 |
| Total Streams | : 23,757,308 views |
Stream full audio track for Laxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Bahi Gita | Namita Agrawal & Gita Dash | Sidharth Music from artist Namita Agrawal. This audio track has a total file size of 59.33 MB with a duration of 43:12 minutes at high bitrate audio quality. Save this song directly to your device today on MP3 Music Download.
Searching for lyrics, official video streams, and MP3 download links for Laxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Bahi Gita | Namita Agrawal & Gita Dash | Sidharth Music? Our music aggregator provides fast download servers for an enhanced music experience. Explore related music releases and top trending songs in our recommendations below MP3 Music Download.
Description & Lyrics
୩୨ ବର୍ଷ ଧରି ଶୁଣୁଥିବା Namita Agrawal & Gita Dash ଙ୍କ କାଳଜୟୀ "ଲକ୍ଷ୍ମୀ ପୁରାଣ" ଏହି ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ସିଦ୍ଧାର୍ଥ ଟିଭି ରେ ଦେଖନ୍ତୁ ଭୋର ୩ଟା , ଭୋର ୫ଟା, ସକାଳ ୭ଟା, ଅପରାହ୍ନ ୩ଟା ଓ ସନ୍ଧ୍ୟା ୫ଟାରେ...Only on Sidharth TV
-------------------------------------------
Create Your Reels Here :-https://bit.ly/3Cb3Az5
Song : Laxmi Purana (Luxmi Purana)
Album : LAXMI PURANA (Manabasa Gurubar Bahi Gita) (Gurubara Laxmi Purana)
Singer : Namita Agrawal & Gita Dash
Lyrics : Balaram Das
Music Label : Sidharth Music
------------------------------------------
♪ Full Song Available on ♪
►JioSaavn : http://bit.ly/2OzoijU
►Wynk : http://bit.ly/334wNsh
►Resso : https://bit.ly/3Ccap3y
►Spotify : https://spoti.fi/2pEmjCo
►Gaana : http://bit.ly/35i7QuP
►Apple Music : https://apple.co/2rcUNvT
►Amazon Prime Music : https://amzn.to/2Gm2a8R
------------------------------------------
SIDHARTH MUSIC presents "LAXMI PURANA" (Manabasa Gurubar Bahi Gita)
"ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ ।
ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।
ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟା,କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
#laxmipurana #sidharthtv #namitaagrawal #sidharthmusic #sitaramagrawal #laxmipuran
#laxmipurana #manabasagurubarpuja #manabasagurubara #manabasagurubar #sidharthbhakti